କଟକ ବାଲିଯାତ୍ରାରେ ଡ୍ରୋନ୍ ଉଡ଼ାଇ ଯୁବକ ଅଟକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ : ଐତିହାସିକ କଟକ ବାଲିଯାତ୍ରାରେ ଡ୍ରୋନ୍ ଉଡ଼ାଇ ଜଣେ ଯୁବକ ପୋଲିସ ଦ୍ୱାରା ଅଟକ ଥିବା ସୂଚନା। ଡ୍ରୋନ୍ ଜବତ ସହ ଯୁବକଙ୍କୁ ଅଟକ ରଖିଲା କ୍ୟାଣ୍ଟନମେଣ୍ଟ ଥାନା ପୋଲିସ। ବାଲିଯାତ୍ରା ପାଇଁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

powered by social2s