ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁଣି ଥରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ। ଗଣତିମଣତି ପାଇଁ ଟିମ୍ ଶ୍ରୀମନ୍ଦିରରେ ପହଞ୍ଚିଛି। ଅଧ୍ୟକ୍ଷଙ୍କ ସମେତ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହିଛନ୍ତି। ଭୋଗମଣ୍ଡପ ପରେ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ କରାଯିବ। ସବୁ ଅଳଙ୍କାରର ଥ୍ରୀଡି ମ୍ୟାପିଙ୍ଗ ସହ ସିସିଟିଭି ସର୍ଭେଲାନ୍ସରେ ଗଣତିମଣତି କରାଯିବ।

powered by social2s