କଟକ : ଜମୁଛି କଟକ ଐତିହ୍ୟ ବାଲିଯାତ୍ରା। ଗୁରୁବାର ୧୩ ଲକ୍ଷ ପାଖାପାଖି ଲୋକ ବାଲିଯାତ୍ରା ବୁଲିଥିବା ସୂଚନା। ବାଲିଯାତ୍ରାରେ ଏକ ବଡ଼ ଅଘଟଣ ଘଟିଛି। ଦୋଳିରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଦୋଳିରୁ ପଡ଼ିଲା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁରକ୍ଷା ବ୍ୟବସ୍ଥାକୁ ନେଇ ବଢିଲା ଚିନ୍ତା।
powered by social2s

