ବୁର୍ଲା ମେଡିକାଲ ରେ ବ୍ଲାକ ଫଙ୍ଗସ ରୋଗୀଙ୍କ ମୃତ୍ୟୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ବୁର୍ଲା ମେଡିକାଲ ରେ ଜଣେ ବ୍ଲାକ ଫଙ୍ଗସ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ୩ ଜଣ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି। ଏହି ସୂଚନା ଦେଇଛନ୍ତି ବୁର୍ଲା ମେଡିକାଲ ସୁପେରିନଟେଣ୍ଡେଟ ପ୍ରଫେସର ଲାଲ ମୋହନ ନାୟକ।

powered by social2s