ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
ପୁରୀ: ଆଜି ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିର ରୁ ରଥଖଳାକୁ ଆଜ୍ଞାମାଳ ବିଜେ କରାଯାଇଛି। ସକାଳ ଧୂପ ପରେ ଆଜ୍ଞାମାଳ ନେଇ ପହଁଚିଥିଲେ ପୂଜା ପଣ୍ଡା ସାମନ୍ତ। ଆଜ୍ଞାମାଳ ଆସିବା ପରେ ସଂଯୋଗ ହେଲା ଅଖ ସହିତ ଚକ। ତିନି ରଥ ପାଇଁ ଅଖ ସହ ସଂଯୋଗ ହେଲା ୬ଟି ଚକ। ଆଜି ରଥ ନିର୍ମାଣର ପହିଲି ପର୍ବ ଚକ ଅଖ ଡେରା ନୀତି।
 
 
 
powered by social2s