କଟକ: କଟକ ନୟାସଡ଼କରେ ଲୁଗା ସୋରୁମ ସିଲ କଲା କଟକ ମୁନିସିପାଳ କର୍ପୋରେସନ । କଟକଣା ସତ୍ୱେ ବି ସୋରୁମ ଖୋଲି ଚାଲିଥିଲା ବେପାର। ଚଢ଼ାଉ କଲା କଟକ ମୁନିସିପାଳ କର୍ପୋରେସନର ଇନ୍ଫୋର୍ଶ୍ୱମେଣ୍ଟ ସ୍କ୍ୱାର୍ଡ । ଚଢ଼ାଉ ବେଳେ ଦୋକାନ ଛାଡ଼ି ପଳାଇଲେ ଗ୍ରାହକ । ଲକ୍ଷାଧିକ ଟଙ୍କାର ଲୁଗା ସିଲ ହୋଇଥିବା ସୂଚନା। ସୋରୁମ ମାଲିକଙ୍କ ଠାରୁ ୩୦,୦୦୦ ଟଙ୍କାର ଜରିମାନା ।
powered by social2s

