ଓଡ଼ିଶାରେ ସ୍କୁଲ ପିଲାଙ୍କ ଘରକୁ ଯିବ ୩୭ ଦିନର ମଧ୍ୟାହ୍ନ ଭୋଜନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ସ୍କୁଲ ପିଲାଙ୍କ ଘରକୁ ଯିବ ୩୭ ଦିନର ମଧ୍ୟାହ୍ନ ଭୋଜନ। ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସ୍କୁଲ କମିଟି ଉପସ୍ଥିତି ରେ ସ୍କୁଲ ରେ ଚାଉଳ ବାଣ୍ଟିବେ ପ୍ରଧାନଶିକ୍ଷକ । ରନ୍ଧା ବାବଦ ଖର୍ଚ୍ଚ ପିଲା ବା ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ ପଠେଇଦିଆଜିବ। ବଣ୍ଟନ ବେଳେ ସମସ୍ତ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

powered by social2s