ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ।
 
ଏହି ସୂର୍ଯ୍ୟପରାଗ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୧:୪୨ ରୁ ସନ୍ଧ୍ୟା ୬:୪୧ ରହିଛି।
 
ଭାରତର କେବଳ ଜମ୍ମୁ-କାଶ୍ମୀର ର କିଛି ଅଂଚଳରେ ୧୦ ପ୍ରତିଶତ ରୁ କମ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ ବୋଲି କହିଛନ୍ତି ଭୁବନେଶ୍ୱର ପଠାଣିସାମନ୍ତ ପ୍ଲାନେଟାରିଅମ ର ଉପ ନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ।
 
ତେବେ ଓଡ଼ିଶାରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।
 
ଅନ୍ୟ ପଟେ ଇଉରୋପ, କାନାଡ଼ା, ଗ୍ରୀନଲ୍ୟାଣ୍ଡ, ଆମେରିକା ଓ ରସିଆ ରେ ବଳୟକର ଦୃଶ୍ୟମାନ ହେବ ସୂର୍ଯ୍ୟପରାଗ।
powered by social2s