କମିସନରେଟ ପୋଲିସର ରଜ କଟକଣା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ରଜ ପର୍ବକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସର ସ୍ୱତନ୍ତ୍ର ପଦକ୍ଷେପ। ଆଜିଠୁ ପୋଲିସ ଚଢ଼ାଉ ଆରମ୍ଭ ।

 

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଅନାବଶ୍ୟକ ଦୋକାନ ଖୋଲିଲେ ହେବ ସିଲ। ଅମାନିଆ ହେଲେ ଗିରଫ ହେବେ ଦୋକାନୀ। କୋଭିଡ ନିୟମ ମାନିବାକୁ ଟ୍ଵିନସିଟି ବାସୀଙ୍କୁ ପୋଲିସର ନିବେଦନ।

powered by social2s