ବିନା ଭକ୍ତରେ ହେବ ପୁରୀ ରଥଯାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ପୁରୀ: ଗତବର୍ଷ ଭଳି କୋଭିଡ କଟକଣାରେ ବିନା ଭକ୍ତରେ ହେବ ପୁରୀ ରଥଯାତ୍ରା। ସୁପ୍ରିମକୋର୍ଟଙ୍କ ଗାଇଡ଼ଲାଇନ ଅନୁସାରେ ହେବ ରଥଯାତ୍ରା।

 

ପୁରୀ ଛଡା ଅନ୍ୟ କେଉଁଠି ବି ହେବନି ରଥଯାତ୍ରା। ରଥଯାତ୍ରା ରେ ସାମିଲ ହେଉଥିବା ବ୍ୟକ୍ତି କୋଭିଡ ନେଗେଟିଭ ହେବା ଜରୁରୀ। ନଚେତ ଦୁଇ ଡୋଜ ଟିକା ନେଇଥିବେ।

 

ରଥଯାତ୍ରା ସମୟରେ ପୁରୀରେ ଲାଗିବ କର୍ଫ୍ୟୁ, ବାହାର ଲୋକଙ୍କୁ ପୁରୀ ମନା। ପୁରୀକୁ ଟ୍ରେନ ସମେତ ଅନ୍ୟ ଯାନକୁ ପ୍ରବେଶ ମନା।

 

powered by social2s