ପୁରୀ: ରଜରେ ପୁରୀ ଜିଲ୍ଲା ବ୍ରହ୍ମଗିରି ବାଲିହରଚଣ୍ଡି ପୀଠରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପୀଠରେ ଆଗୁଆ ୧୪୪ଧାରା ଲାଗୁ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ ଭବତାରଣ ସାହୁ। ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି୧୪୪ ଧାରା ବଳବତ୍ତର ରହିବ। ରଜ ଅବସରରେ ପୀଠରେ କେବଳ ନିତିକାନ୍ତି କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।
powered by social2s

