ଜୁନ୍ ୧୭ ରୁ ୯ମ ଓ ୧୦ମ ପାଠପଢା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଜୁନ୍ ୧୭ ତାରିଖରୁ ରାଜ୍ୟର ଓଡ଼ିଆ ମାଧ୍ୟମିକ ବୋଡ଼ର୍ର ୯ମ ଓ ୧୦ମ ଶ୍ରେଣୀର ପାଠପଢା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ସେ କହିଛନ୍ତି ଯେ, ୟୁଟୁବ୍ ମାଧ୍ୟମରେ ଦିନ ୧୦.୪୫ରୁ ୧ଟା ଯାଏ ହେବ ପାଠପଢା। ସୋମବାରରୁ ଶୁକ୍ରବାର ଦିନକୁ ଅଧଘଣ୍ଟା ଲେଖାଏଁ ୪ଟି ପିରିୟଡ଼ ରହିବ ବୋଲି ସେ ସୂଚନା ଦେଇଛନ୍ତି।

powered by social2s