ଚଣ୍ଡିଖୋଲ ବଜାର ଓ ସୁଙ୍ଗୁଡା ପଞ୍ଚାୟତ ସଟଡାଉନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଧର୍ମଶାଳା: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବଜାର ଓ ସୁଙ୍ଗୁଡା ପଞ୍ଚାୟତ ସଟଡାଉନ ଘୋଷଣା କରାଯାଇଛି। ଦୁଇଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ସୁଙ୍ଗୁଡା ସରପଞ୍ଚ। କୋରନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିଆଯାଇଛି ଏଭଳି ପଦକ୍ଷେପ।

powered by social2s