ଉଗ୍ରତାରା ପୀଠରେ ୧୪୪ ଧାରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଉଗ୍ରତାରା ପୀଠରେ ୧୪୪ ଧାରା ଟାଙ୍ଗି: ଖୋର୍ଦ୍ଧା ଜିଲ୍ଲା ଉଗ୍ରତାରା ପୀଠରେ ୧୪୪ ଧାରା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ଜୁନ ୧୭ ଯାଏଁ ବଳବତ୍ତର ରହିବ କଟକଣା। ପୀଠକୁ ଭକ୍ତଙ୍କ ପ୍ରବେଶ ପାଇଁ ଦିଆଜିବନି ଅନୁମତି। ରଜ ରେ ଗହଳିକୁ ଏଡ଼ାଇବା ପାଇଁ ନିଆଯାଇଛି ପଦକ୍ଷେପ।

powered by social2s