କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଭୁବନେଶ୍ୱରରେ ୫ ଟି କପଡ଼ା ଦୋକାନ ସିଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଭୁବନେଶ୍ୱର ଡମଣା ହାଟରେ ୫ ଟି କପଡ଼ା ଦୋକାନ ସିଲ କଲା ବିଏମସି। ୭୦୦୦ ଟଙ୍କା ଫାଇନ ଆଦାୟ କରାଯାଇ। ଲକଡାଉନ ରେ ହେଉଥିଲା ଲୁଗା ବିକ୍ରି।

powered by social2s