ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ପୁରୀ: ସ୍ନାନ ପୂର୍ଣ୍ଣିମା ପାଇଁ ପୋଲିସ ପକ୍ଷରୁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜୁନ ୨୩ ତାରିଖ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ ଏନଫୋର୍ସମେଣ୍ଟ ଓ ମୁତୟନ ହେବ ୩୫ ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯିବ। ଶ୍ରୀମନ୍ଦିର ଚାରିପାଖ ପ୍ରଥମ ଜୋନ,ସାହିବସ୍ତି ଦ୍ବିତୀୟ,ଓ ଟ୍ରାଫିକ ଅଞ୍ଚଳ ତୃତୀୟ ଜୋନ ଭାବରେ ବିଭକ୍ତ କରାଯାଇଛି। ଅଣ ପ୍ରବେଶକାରି ଓ ଅଣସେବାୟତଙ୍କ ଉପରେ ରହିବ ତୀକ୍ଷଣ ନଜର।

powered by social2s