ଶ୍ରୀ ନାରାୟଣ ମହାପାତ୍ର ଙ୍କୁ ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ନିମନ୍ତେ ସମ୍ମାନ ସୂଚକ ଡକ୍ଟରେଟ ଉପାଧି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଡାଇନାମିକ ପିସ ରେସ୍କ୍ୱ ମିଶନ ଇଣ୍ଟର ନେସନାଲ, ନାଇଜେରିଆ, ଉନିଅନ୍ ଅଫ କଲଚର ଏବଂ ୱାଲ୍ଡ ପିସ, ଜର୍ମାନୀ ବର୍ଲିନ ଓ ଅଲ ବାୟନ୍ ନିୟୁଜ ପେପର ଆଣ୍ଡ ହ୍ୟୁମାନଟେରୀଆନ ଅର୍ଗାନାଇଯେସନ ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ, ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶା ଙ୍କୁ ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ନିମନ୍ତେ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି ।

 

ପୂର୍ବରୁ ନମଲ୍ ଜିୱାନନ୍ଦନ ଫାଉଣ୍ଡେସନ, ଶ୍ରୀଲଙ୍କା, ମନମ ଫାଉଣ୍ଡେସନ, ଆନ୍ଧ୍ରପ୍ରଦେଶ ଶ୍ରୀ ମହାପାତ୍ର ଙ୍କୁ ଓଡ଼ିଶା ଶାଖାର ଚେଆରମ୍ୟାନ ଭାବେ ନିଯୁକ୍ତି ଦେବା ସହିତ ସମାଜ ସେବା ନିମନ୍ତେ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ମଧ୍ୟ ଦେଇ ଥିଲେ ।

 

ଆମେ ପ୍ରତିଷ୍ଠାନର ପ୍ରତିଷ୍ଠାତା  ମାନଙ୍କୁ ଧନ୍ୟବାଦ ଓ ଆମର ଶୁଭେଚ୍ଛା ପ୍ରଦାନ କରୁଛୁ, ଏହି ସମ୍ମାନ  ଆମ ଅନୁଷ୍ଠାନର ସମସ୍ତ ସଦସ୍ୟ , ସଦସ୍ୟା ଓ ଆମର ସମସ୍ତ ଶୁଭେଛୁ ଙ୍କ ସହାୟତା ଯୋଗୁ ସମ୍ଭବ ହୋଇପାରିଛି,! ଏହି ସମ୍ମାନ  ଆଗାମୀ ଦିନରେ ଆମକୁ ଅଧିକ ମାନବ ସେବା  କରିବା ନିମନ୍ତେ ପ୍ରେରଣା ଦେବ, ମା ଭବାନି ଙ୍କ କୃପାରୁ ଆପଣ ମାନଙ୍କର ସର୍ବଦା କଲ୍ୟାଣ ହେଉ ବୋଲି କହିଛନ୍ତି ଶ୍ରୀ ନାରାୟଣ ମହାପାତ୍ର

 

powered by social2s