କୁକୁରକୁ ହତ୍ୟା ଅଭିଯୋଗରେ ଜଣେ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବୁଲା କୁକୁରକୁ ହତ୍ୟା ଅଭିଯୋଗରେ ଜଣେ ଗିରଫ ସମ୍ବଲପୁର: ବୁଲା କୁକୁରକୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି । ସମ୍ବଲପୁର ଜିଲ୍ଲା ଧନୁପାଳି ଥାନା ଏଲଆଇସି କଲୋନୀରେ ଏକ ବୁଲା କୁକୁର ବିଏସଏନେଲ ର ଅବସରପ୍ରାପ୍ତ କର୍ମଚାରୀ ବିପିନ ଖାଲକୋ ଙ୍କୁ ଗୋଡ଼ାଇଥିଲା ।ଏଥିରେ ଉତ୍ୟକ୍ତ ହୋଇ ସେ କୁକୁରକୁ ପିଟି ପିଟି ମାରିଦେଇଥିଲେ ।ଏହାପରେ କୁକୁର କୁ ଏକ ଅଖା ରେ ପୁରାଇ ଫିଙ୍ଗି ଦେଇଥିଲେ । ଏ ନେଇ ପିପୁଲ ଫର ଆନିମଲସ ର ସଂଯୋଜକ ଜାତିନ୍ଦ୍ର ଶର୍ମା ଧନୁପାଲି ଥାନାରେ ଏତଲା ଦେଇଥିଲେ। ତଦନ୍ତ ପରେ ବିପିନଙ୍କୁ ଗିରଫ କରି କୋଟ ଚାଲାଣ କରିଛି ପୋଲିସ।

powered by social2s