ଭୁବନେଶ୍ୱର: ଓଡ଼ିଶା ପୋଲିସରେ SI ପଦବୀ ପାଇଁ ଅନଲାଇନ ଆବେଦନ ଆରମ୍ଭ ହୋଇଛି। କିନ୍ନର ମାନେ ମଧ୍ୟ କରିପାରିବେ ଆବେଦନ ବୋଲି କହିଛନ୍ତି ଯସବନ୍ତ ଜେଠବା, ADG, ଆଇନ ଶୃଙ୍ଖଳା। ଓଡିଶା ପୋଲିସରେ ୪୭୭ଟି SI ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ,ପ୍ରଥମ ଥର ପାଇଁ ନିଜେ ନିଯୁକ୍ତି ଦେବ ଓଡିଶା ପୋଲିସ,୧୨ ଘଣ୍ଟା ମଧ୍ୟରେ ୭୭୨ ଜଣ ପଞ୍ଜିକରଣ କଲେଣି,୧୫ ଜୁଲାଇ ୨୦୨୧ ଆବେଦନର ଶେଷ ତାରିଖ । SI ପଦବୀ ପାଇଁ ଅନଲାଇନରେ ୬ ଅଗଷ୍ଟ ରୁ ୧୬ ଅଗଷ୍ଟ ମଧ୍ୟରେ ହେବ ପରୀକ୍ଷା, କେବଳ ଲିଖିତ ପରୀକ୍ଷା ହେବ, ମୌଖିକ ପରୀକ୍ଷା ହେବନାହିଁ, ପୋଲିସର ବୈଷୟିକ କ୍ଷେତ୍ରରେ ନବନିଯୁକ୍ତ SI କାମ କରିବେ ।
powered by social2s

