ଅଲାରନାଥ ପୀଠରେ ୧୪୪ ଧାରା ଜାରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଅଲାରନାଥ ପୀଠରେ ୧୪୪ ଧାରା ଜାରି ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଅଲାରନାଥ ପୀଠରେ ଜାରି ହୋଇଛି ୧୪୪ ଧାରା। ଜୁନ ୨୪ ରୁ ଆରମ୍ଭ ହେବ ଅନବସର ନୀତି। ଭକ୍ତଙ୍କୁ ମିଳିବନି ଦର୍ଶନ ପାଇଁ ଅନୁମତି। କେବଳ ପାଳିଆ ସେବାୟତଙ୍କ ଦ୍ଵାରା ହେବ ନୀତି।

powered by social2s