ଭୁବନେଶ୍ୱର : ୩୯ ଜଣ କ୍ରୀଡ଼ାବିତଙ୍କୁ ଓଡ଼ିଶା ପୋଲିସ ରେ ମିଳିଲା ନିଯୁକ୍ତି। ୯ ଜଣ ପୁରୁଷ ଓ ୩୦ ଜଣ ମହିଳା କ୍ରୀଡ଼ାବିତଙ୍କୁ ନିଯୁକ୍ତି ମିଳିଥିଲା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ କହିଲେ ଯେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ୧୦୦୦ କୋଟି ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ଅତିଶୀଘ୍ର କ୍ରୀଡ଼ାର ଶକ୍ତି କେନ୍ଦ୍ର ହେବ ଓଡ଼ିଶା।
powered by social2s

