ପୁରୀ ସହରରେ କଡ଼ାକଡ଼ି ହେଲା ମାସ୍କ ଚେକିଂ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆଜିଠୁ ପୁରୀ ସହରରେ କଡ଼ାକଡ଼ି ହେଲା ମାସ୍କ ଚେକିଂ। ମେଡିକାଲ ଛକ ଓ ମାର୍କେଟ ଛକ ରେ ପୋଲିସ ପକ୍ଷରୁ ଆରମ୍ଭ ହେଲା ମାସ୍କ ଓ ସାମାଜିକ ଦୂରତ୍ୱ ରକ୍ଷା ନେଇ ଜୋରଦାର ଚେକିଂଗ। କୋଭିଡର ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ କୁ ନେଇ ସତର୍କ ହେଲା ପୋଲିସ ପ୍ରଶାସନ।

powered by social2s