ଭୁବନେଶ୍ୱରରେ ସଟଡାଉନ ବେଳେ ଅମାନୀଆଙ୍କୁ ସଚେତନ କରାଇବାକୁ ପିସିଆର ଭ୍ୟାନ ପଇଁତରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଭୁବନେଶ୍ୱରରେ ସଟଡାଉନ ବେଳେ ବିନା କାରଣରେ ବାହାରକୁ ବାହାରୁଥିବା ଅମାନୀଆଙ୍କୁ ସଚେତନ କରିବାପାଇଁ ପିସିଆର ଭ୍ୟାନରେ ପଇଁତରା ମାରିଲା ପୋଲିସ।

 

ରାଜଧାନୀର ସମସ୍ତ ଜୋନ୍ ର ଏସିପି ଓ ଆଇଆଇସି ଆଜି ବିଭିନ୍ନ ସ୍ଥାନରେ ପିସିଆର ଭ୍ୟାନ ମାଧ୍ୟମରେ ପଇଁତରା ମାରିଥିବା ଦେଖିବାକୁ ମିଳିଥିଲା।

 

କୋଭିଡ କଟକଣା ନ ମାନିଲେ ଆମାନୀଆଙ୍କୁ ଦିଆଯିବ ଦଣ୍ଡ ଓ ନିଆଯିବ ଫାଇନ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

 

 

 

powered by social2s