ଭୁବନେଶ୍ୱର: ଜୀବନ ସହ ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ, ତେଣୁ ଲୋକଙ୍କୁ ବାହାରକୁ ଆସିବାକୁ ପଡ଼ିବ ବୋଲି ମତ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି। ମହାନ୍ତ କହିଛନ୍ତି ଯେ ଓଡ଼ିଶାରେ ସଂକ୍ରମଣ କମି କମି ଆସୁଛି, ହେଲେ ଏପଟ ସେପଟ ହେଉଛି। ତେବେ କୋଭିଡ ନିଅମ ମାନିଲେ କଟକଣାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।
powered by social2s

