ସିଲ ହେଲା ମା ତାରିଣୀ ବସ୍ତ୍ରାଳୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: କୋଭିଡ-୧୯ ମାର୍ଗଦର୍ଶିକା ଉଲଂଘନ ଅଭିଯୋଗରେ ଭୁବନେଶ୍ୱର କଳ୍ପନା ଛକ ସ୍ଥିତ ମା ତାରିଣୀ ବସ୍ତ୍ରାଳୟକୁ ବିଏମସି ଏନଫୋର୍ସମେଣ୍ଟ ସ୍କୁୱାଡ଼ ସିଲ କରିଥିବା ଜଣାପଡିଛି।

 

ଦୋକାନ ମାଲିକଙ୍କ ଠାରୁ ୭୫,୦୦୦ ଫାଇନ ଆଦାୟ ହୋଇଥିବା ସୂଚନା ମିଳିଛି। ଗ୍ରାହକଙ୍କୁ ଠାରୁ ମଧ୍ୟ ୫୦୦ ଲେଖାଏଁ ଫାଇନ ନିଆଯାଇଛି।

 

 

powered by social2s