ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ଖୋଲିଲା ଛୋଟ ସେଲୁନ୍। ଲକଡାଉନ ପରେ ସାରା ଓଡ଼ିଶାରେ ବନ୍ଦ ଥିଲା ସେଳୁନ। କୋଭିଡ କଟକଣା ମାନି ଚାଲିଛି ସେଲୁନ୍। ଜୁଲାଇ ୧୬ ଯାଏଁ ବଢିଲା ଆଂଶିକ ଲକଡ଼ାଉନ୍ । ୨୦ ଜିଲ୍ଲାରେ କଟକଣା କୋହଳ ଓ ହଟିଲା ସପ୍ତାହାନ୍ତ ସଟଡ଼ାଉନ। ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏଁ ଦୋକାନ ଖୋଲା ।
powered by social2s

