ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଡର ସେଂଚୁରୀ ମାରୁଥିବା ବେଳେ ବଢ଼ିଲା ଗ୍ୟାସ ଦର।
ଘରୋଇ ଏଲପିଜି ଶିଲିଣ୍ଡର ପିଛା ୨୫ ଟଙ୍କା ୫୦ ପଇସା କୁ ବୃଦ୍ଧି କରାଯାଇଛି। ଦିଲ୍ଲୀ ରେ ୧୪.୨ କେଜି ଶିଲିଣ୍ଡର ମୁଲ୍ୟ ୮୩୪.୫୦ ଟଙ୍କା ହେଲା। ଗତ ୪ ମାସରେ ଏଲପିଜି ଘରୋଇ ଶିଲିଣ୍ଡର ଦାମ ୧୪୦ ଟଙ୍କା ବଢ଼ିଛି।
powered by social2s

