ଭୁବନେଶ୍ବରରେ ମଲ ସିଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଜୁଲାଇ ମାସ ପାଇଁ ଲାଗୁ ହୋଇଥିବା ସରକାରଙ୍କ ନୂଆ କୋଭିଡ-୧୯ ମାର୍ଗଦର୍ଶିକା ଅନୁଯାଇ ମଲ ଖୋଲିବା ପାଇଁ ଅନୁମତି ନଥିବା ବେଳେ ଏହାକୁ ଅମାନ୍ୟ କରି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଵିଶାଲ ମେଗା ମାର୍ଟ ଓ କ୍ରିଷ୍ଣ। ପ୍ଲାଜା ନାମକ ଦୁଇଟି ବ୍ୟବସାୟିକ ଅନୁଷ୍ଠାନ ବ୍ୟବସାୟ କରୁଥିବା ଅଭିଯୋଗରେ ବିଏମସି ଏନ୍ଫୋର୍ସମେଣ୍ଟ ଟିମ ଚଢ଼ାଉ କରି ମଲ ଦୁଇଟିକୁ ସିଲ କରିଛି। ଵିଶାଲ ମେଗା ମାର୍ଟ ରୁ ୫୦୦୦ ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡ଼ିଛି।

powered by social2s