ରଥଯାତ୍ରା ସମୟରେ ପୁରୀରେ ଅସୁରକ୍ଷିତ କୋଠା ଉପରେ ଲୋକଙ୍କୁ ଛିଡ଼ା ହେବାକୁ ମନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ରଥଯାତ୍ରା ବେଳେ ଅସୁରକ୍ଷିତ କୋଠା ଉପରେ ଲୋକଙ୍କୁ ଛିଡ଼ା ହେବାକୁ ଦିଆଜିବନାହିଁ। ବଡ଼ଦାଣ୍ଡକୁ ୧୨ ଟି ଯୋନରେ ଵିଭକ୍ତ କରାଯିବ ଓ ଶ୍ରୀମନ୍ଦିର ଚତୃପାର୍ଶ୍ୱରେ ହେବ ଚାରିଥାକିଆ ସୁରକ୍ଷା ବ୍ୟବସ୍ଥା। ଘୋଷଯାତ୍ରା ପୂର୍ବରୁ ସେବାୟତଙ୍କ ଟୀକାକରଣ ସରିବ ବୋଲି କହିଛନ୍ତି ପୁରୀ ଏସପି କନବର ବିଶାଳ ସିଂହ। ସେ କହିବା ଅନୁଯାୟୀ, ପୁରୀକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାକୁ ଅବରୋଧ କରାଯିବ।

powered by social2s