ଦୟା କେନାଲ ରାସ୍ତାକୁ ଅନୁମୋଦନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଖୋର୍ଦ୍ଧାର ଦୟା ପଶ୍ଚିମ କେନାଲ କଡରେ  ହେବ ୨ଲେନ ବିଶିଷ୍ଟ ରାସ୍ତା। ରାସ୍ତା ନିର୍ମାଣ କୁ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅନୁମୋଦନ। ଦୟା କେନାଲର ଦକ୍ଷିଣ ପାର୍ଶ୍ୱ ବନ୍ଧ କଡରେ ନିର୍ମାଣ ହେବ ୨ଲେନ ରାସ୍ତା।

୮.୫୭ କିମି ରାସ୍ତା ପାଇଁ ଖର୍ଚ୍ଚ ହେବ ୧୮.୭୩ କୋଟି ଟଙ୍କା। ଭୁବନେଶ୍ୱରର ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ କମିବ ଭିଡ।

 

powered by social2s