ବୁର୍ଲା: ସମ୍ବଲପୁର ଜିଲ୍ଲା ବୁର୍ଲା ଭୀମସାରରେ ତିନି ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସ୍ୱତନ୍ତ୍ର ବିଭାଗରେ ଚାଲିଛି ଏହି ରୋଗୀଙ୍କ ଚିକିତ୍ସା। ଏନେଇ ସୂଚନା ଦେଇଛନ୍ତି ଭିମସାର ଅଧିକ୍ଷକ ପ୍ରଫେସର ଲାଲ ମୋହନ ନାୟକ। ପୂର୍ବରୁ ବ୍ଲାକ ଭିମସାରରେ ଦୁଇ ଜଣ ବ୍ଲାକ ଫଙ୍ଗସ ଆକ୍ରାନ୍ତଙ୍କ ମୃତ୍ୟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।
powered by social2s

