ସମ୍ପୂର୍ଣ୍ଣ ଟୀକାକରଣରେ ପ୍ରଥମ ସହର ହେବ ଭୁବନେଶ୍ୱର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ସମ୍ପୂର୍ଣ୍ଣ ଟୀକାକରଣରେ ପ୍ରଥମ ସହର ହେବ ଭୁବନେଶ୍ୱର। ଜୁଲାଇ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ଟୀକାକରଣ କରିବାକୁ ବିଏମସି ଲକ୍ଷ ରଖିଛି। ଜୁଲାଇ ୫ ରୁ ଆରମ୍ଭ ହେବ ଅନସ୍ପଟ ଟୀକାକରଣ।

powered by social2s