ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୧୭୭ତମ କଥାମୃତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ଅଧ୍ୟକ୍ଷତା କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ।
ବରିଷ୍ଠ ସଦସ୍ୟ ଶ୍ରୀ ଗାନ୍ଧି ଚୌଧରିଙ୍କୁ ଜନ୍ମ ଦିବସ ଉପଲକ୍ଷେ ସମସ୍ତେ ଶୁଭେଛା ଜଣାଇଲେ। ଡ଼ ମୃତୁଞ୍ଜୟ ରଥ ମହାପ୍ରଭୁଙ୍କ ବିଭିନ୍ନ ଲୀଳା ଓ ମାହାତ୍ମ୍ୟ ବିଷୟରେ ପ୍ରବଚନ ଦେଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ବହୁ ରୋଚକ ତଥ୍ୟ ପ୍ରାଞ୍ଜଳ ଭାବରେ ସମସ୍ତଙ୍କୁ କହିଥିଲେ। ପ୍ରଥମ ପର୍ଯ୍ୟାୟରେ ଦାମୋଦର ସେନାପତି, ସରୋଜିନୀ ପରମ ଗୁରୁ, ମଞ୍ଜୁଶ୍ରୀ ମହାନ୍ତି, ତନୁଷ୍ରି ଜେନା, ସୌଦାମିନୀ ପଣ୍ଡା, ମୋନିକା ମହାପାତ୍ର, କଲ୍ୟାଣପତି,ସୁମିତ୍ରା ତ୍ରିପାଠୀ,ମଧୁସ୍ମିତା ଦାସ, ଭଜନ ପରିବେଷ କରି ଥିଲେ। ଆଜିର କାର୍ଯ୍ୟକ୍ରମରେ ବମ୍ୱେ ରୁ ଶ୍ରୀଭଗବାନ ପଣ୍ଡା,ଉପଦେଷ୍ଟା ବାଳକୃଷ୍ଣ ପଣ୍ଡା, ରବିନାରାୟଣ ମିଶ୍ର, ସମ୍ପାଦକ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ କୋଷାଧ୍ୟକ୍ଷ ଶ୍ରୀ ଅଖିଳ କୁମାର ସାହୁ, ତ୍ରିଲୋଚନ ନାୟକ, ବି କେ ଦାନୀ, ରାଧେଶ୍ୟାମ ଦଂଶନ, ବାବାଜୀ ବିଶ୍ଵାଳ, କାମେଶ୍ୱର୍ ରାଓ, ହରପ୍ରିୟା ବେହେରା, ନିବେଦିତା ଭଞ୍ଜ, ଉଷା ମିଶ୍ର ସୁଲୋଚନା ଚାନ୍ଦ ଗୌରାଙ୍ଗ ନାୟକ,ଦୁର୍ଗାଚରଣ ମିଶ୍ର, ତ୍ରିଲୋଚନ ନାୟକ,ବିରଜା ଶତପଥି, ମନୋରଞ୍ଜନ କର, ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ବିମ୍ବାଧର ପଣ୍ଡା,ମଙ୍ଗରାଜ ମହାନ୍ତି, ସ୍ଵର୍ଣ୍ଣ ପଣ୍ଡା, ସୁବ୍ରତ ଶତପଥୀ, ସୁନିଲ ମିତ୍ର ଗୀତା ପଣ୍ଡା, ଉଦୟ ମହାପାତ୍ର, ରବିନାରାୟଣ କର,ବିପିନ ବିହାରୀ ସ୍ୱାଇଁ,,ବୀଣାପାଣି ଚୌଧୁରୀ, ନରେନ୍ଦ୍ର ସାହୁ, ତ୍ରିଲୋଚନ ନାୟକ,ଲାବଣ୍ୟନେନ୍ଦୁ ମହାନ୍ତି, ଅଶୋକ ବଳ, ଓ ପରିଷଦ ର ବହୁ ପ୍ରମୁଖ ସଦସ୍ୟ ଓସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
୧୭୭ତମ ଶ୍ରୀ ଜଗନ୍ନାଥଙ୍କ କଥାମୃତ କାର୍ଯ୍ୟକ୍ରମରେ ମହାପ୍ରଭୁଙ୍କ ଲୀଳା ଓ ମାହାତ୍ମ୍ୟ ଵିଷୟରେ ପ୍ରବଚନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

