ଉଦଳା: ମୟୁରଭଞ୍ଜ ଜିଲ୍ଲା ଲାଦୁରାସାହି ଗାଁ ନିକଟ ବାଲୁଗୁଟୁ ପାହାଡ଼ରୁ ଏକ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଛେଳି ଚରାଇବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ହାତଗୋଡ଼ ବନ୍ଧା ଅବସ୍ଥାରେ ଏହି ମୃତଦେହକୁ ଦେଖିଥିଲେ। ଖବର ପାଇବା ପରେ ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସବ ଜବତ କରିଛି।
powered by social2s

