ରଥଯାତ୍ରା ପାଇଁ ଆଜ୍ଞାମାଳ ବିଜେ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଆଜ୍ଞାମାଳ ବିଜେ ଅନୁଷ୍ଠିତ ହୋଇଯାଇଛି।
 
ସକାଳ ଧୂପ ନୀତି ପରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାପ୍ରଭୁଙ୍କ ନିକଟକୁ ବିଜେ ହେଲା ଆଜ୍ଞାମାଳ।
 
ଶାନ୍ତିଶୃଙ୍ଖଳା ଓ କଟକଣା ମଧ୍ୟରେ ସମସ୍ତ ନୀତିକାନ୍ତି କରାଯାଉଛି।
 
ତିନି ରଥରେ ଦଉଡ଼ି ଖଞ୍ଜା ଯିବ ଓ ବ୍ରେକ ଲାଗିବ। ଏହା ପରେ ଶ୍ରୀମନ୍ଦିର ସମ୍ମୁଖକୁ ଯିବ ତିନି ରଥ।
 
 
 
5 Attachments
powered by social2s