ହୀରାକୁଦ ଡ୍ୟାମ ଛାଡ଼ିଲା ଏ ବର୍ଷର ପ୍ରଥମ ବନ୍ୟାଜଳ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

 

ସମ୍ବଲପୁର: ପୂର୍ବ ନିର୍ଦ୍ଧାରିତ ସମୟ ସକାଳ ୧୧ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ଏ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବା ଆରମ୍ଭ ହୋଇଛି। ଜଳ ଭଣ୍ଡାରର ୭ନମ୍ବର ଗେଟ ମାଧ୍ୟମରେ ଜଳ ନିଷ୍କାସନ ଆରମ୍ଭ ହୋଇଥିବା ସୂଚନା ମିଳିଛି।ବର୍ତ୍ତମାନ ଦୁଇଟି ଗେଟ ମାଧ୍ୟମରେ ଜଳ ନିଷ୍କାସନ ହେଉଛି। ଜଳ ଭଣ୍ଡାରରୁ ନିଷ୍କାସିତଏହି ବନ୍ୟାଜଳ ମୁଣ୍ଡଳୀ ଥରେ ପହଂଚିବାକୁ ୪୮ ଘଣ୍ଟା ସମୟ ଲାଗିବ ବୋଲି ଜଣାପଡ଼ିଛି।

 

 

powered by social2s