ରଥଯାତ୍ରା ଅବସରରେ ଶଶିକଳା ମହାନ୍ତିଙ୍କ ସ୍ମୃତିରେ ତାଙ୍କ ପରିବାରବର୍ଗଙ୍କ ଦ୍ୱାରା ୧୨୦ ଜଣଙ୍କୁ ଖାଦ୍ୟ ବଣ୍ଟନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଶଶିକଳା ମହାନ୍ତିଙ୍କ ସ୍ମୃତିରେ ତାଙ୍କର ପରିବାରବର୍ଗଙ୍କ ଦ୍ୱାରା ଭୁବନେଶ୍ୱର ମୁନିସପାଲଟିର ଖାରବେଳ ନଗର ସ୍ତିତ ଜରା ନିବାସରେ ୧୨୦ ଜଣଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି ।

 

ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଦିଲ୍ଲୀପ ପଟନାୟକ, ନାରାୟଣ ମହାପାତ୍ର, ବିପିନ ବିହାରୀ ସାହୁ, ମନୋଜ କୁମାର ରାଉଳ, ବିରଞ୍ଚି ରାଉତ, ରଞ୍ଜନ ସାମଲ, ସୁମନ୍ତ ରାଉଳ, ହରେକୃଷ୍ଣ  ସିଂ, ହୃଦୟ ରଞ୍ଜନ ଦାସ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

 

 

 

powered by social2s