ଡାକ୍ତର ପ୍ରେମାନନ୍ଦଙ୍କ ଦ୍ୱାରା ଲାପରୋସ୍କୋପି ସର୍ଜରି ମେଳାର ଶୁଭାରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ପବିତ୍ର ରଥଯାତ୍ରା ଉପଲକ୍ଷେ ଗରିବ ଶ୍ରେଣୀର ଲୋକମାନଙ୍କୁ ସାହାଯ୍ୟ କରିବ ପାଇଁ ଡାକ୍ତର ପ୍ରେମାନନ୍ଦ ପଟନାୟକଙ୍କ ଦ୍ୱାରାଲାପରୋସ୍କୋପି ସର୍ଜରି ମେଳା ଆରମ୍ଭ କରାଯାଇଛି। ଯେଉଁମାନଙ୍କ ପିତ୍ତ ସ୍ଥଳୀରେ ପଥର ଅଛି ସେମାଙ୍କର ସ୍ୱଳ୍ପ ଖର୍ଚରେ ଲାପରୋସ୍କୋପି ଦ୍ୱାରା ଉନ୍ନତମାନର ସର୍ଜରି କରାଯିବ। ଚିକିତ୍ସା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ କିଛିଦିନ ପୂର୍ବେ ବରିଷ୍ଠ ପେଟ ରୋଗ ଓ ଲାପରୋସ୍କୋପି ସର୍ଜନ ଡାକ୍ତର ପ୍ରେମାନନ୍ଦଙ୍କୁ ଅନ୍ତର୍ଜାତୀୟ ସଂସ୍ଥା ବିଜନେସସ ସାଲୁସନ ପକ୍ଷରୁ ଗୋଲଡେନ ଏମ ଆୱାର୍ଡରେ ସମନ୍ୱିତ କରାଯାଇଛି। ଡାକ୍ତର ପ୍ରେମାନନ୍ଦ ବର୍ତ୍ତମାନ ହାଇଟେକ ମେଡିକାଲ କଲେଜର ଗ୍ୟାଷ୍ଟ୍ରୋସାଇନ୍ସ ବିଭାଗର ନିର୍ଦେଶକ ଓ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ। ଯେଉଁମାନଙ୍କର ଏହି ସମସ୍ୟା ଅଛି ସେମାନେ 8984407281 ଫୋନ କୁ ଯୋଗାଯୋଗ କରିପାରିବେ।

 

powered by social2s