ଟୋକିଓ ଅଲିମ୍ପିକ୍ସ ଖେଳାଳିଙ୍କ ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତରୁ ଚୟନ ହୋଇଥିବା ୧୨୬ ଜଣ ଖେଳାଳିଙ୍କ ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

 

ଏହି ଖେଳାଳିଙ୍କ ମଧ୍ୟରେ ଓଡ଼ିଶାର ତିନି ଜଣ ଅଛନ୍ତି। 

 

ଓଡ଼ିଆ ଧାବିକା ଦୁତି ଚାନ୍ଦଙ୍କ ସହ ସିଧାସଳଖ କଥା ହେଲେ ପ୍ରଧାନମନ୍ତ୍ରୀ। ସେହିପରି ବକ୍ସର ମେରୀ କମ, ଟେବୁଲ ଟେନିସ ଖେଳାଳି ଶରତ କମଳ ଓ ମନିକା ବତ୍ରା ଙ୍କ ସହ ମଧ୍ୟ ବର୍ତ୍ତାଳାପ କଲେ ମୋଦି।

 

ଚାପମୁକ୍ତ ହୋଇ ଖେଳିବାକୁ ଖେଳାଳି ମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ।

 

powered by social2s