ଓଡ଼ିଶାର ୧୫ ଟି ଜିଲ୍ଲାରେ ହେବ କ୍ରିକେଟ ଭିତ୍ତିଭୂମିର ବିକାଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
ଭୁବନେଶ୍ୱର: ଓଡ଼ିଶାରେ ୧୫ ଟି ଜିଲ୍ଲା ରେ ହେବ ନୂଆ କ୍ରିକେଟ ଏକାଡେମୀ। ଭିଡିଓ କନ୍ଫରେନ୍ସିଂଗ  ଜରିଆରେ ଶିଳାନ୍ୟାସ କଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା। 
 
୨୦୨୪ ସୁଦ୍ଧା ଏକାଡେମୀ ପ୍ରତିଷ୍ଠା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖିଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) । ଏକାଡେମୀର ଗ୍ରାଉଣ୍ଡ, କୋଚ ଓ ସରଞ୍ଜାମ ଉପଲବ୍ଧ କରିବ ଓସିଏ। 
 
ନୂଆ ପ୍ରତିଭା ସୃଷ୍ଟି କରିବା ନିମନ୍ତେ ଏଭଳି ପଦକ୍ଷେପ ନେଇଛି ଓସିଏ।
 
 
 
 
powered by social2s