ବାହୁଡ଼ା ଯାତ୍ରା: ପୁରୀ ଶ୍ରୀମନ୍ଦିର ସାମ୍ନାରେ ଲାଗିଲା ତିନି ରଥ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଶ୍ରୀମନ୍ଦିର ସାମ୍ନାରେ ଲାଗିଲା ତିନି ରଥ। ଗୁଣ୍ଡିଚାଯାତ ସାରି ବାହୁଡ଼ିବା ବେଳେ ମାଉସୀ ମାଆ ମନ୍ଦିରରେ ଅଟକି ପୋଡ଼ ପିଠା ଖାଇଲା ପରେ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ ତିନି ଠାକୁର। ଆଜି ସମସ୍ତ ନୀତିକାନ୍ତି ଶେଷ ହେବା ପରେ ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ପୂର୍ବରୁ ମହାପ୍ରଭୁଙ୍କ ଦିବ୍ୟ ପହଣ୍ଡି ଆରମ୍ଭ ହୋଇଥିଲା। କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ ପାଳିତ ହୋଇଛି ବାହୁଡା ଯାତ୍ରା।

powered by social2s