ଭୁବନେଶ୍ୱର: ଓଡ଼ିଶାରେ ଜୁଲାଇ ୨୬ ରୁ ଦଶମ ଓ ଦ୍ଵାଦଶ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଗଣଶିକ୍ଷା, SC/ST ଓ ପଛୁଆ ଵର୍ଗ ପ୍ରଚଳିତ ହଷ୍ଟେଲ ଖୋଲିବା ପାଇଁ ରାଜ୍ୟ ସରକାର ଦେଇଛନ୍ତି ଅନୁମତି। ହଷ୍ଟେଲରେ ଥିବା ମେସ୍ ଓ ଶୌଚାଳୟକୁ ନିର୍ଧାରିତ ସମୟ ବ୍ୟବଧାନରେ ବିଶୋଧନ କରାଯିବ। ହଷ୍ଟେଲରେ ପିଲା ପ୍ରବେଶ କରିବା ପୂର୍ବରୁ ଅଭିଭାବକଙ୍କ ଅନୁମତି ବାଧ୍ୟତାମୂଳକ କରାଯାଇଛି। ହଷ୍ଟେଲ ମଧ୍ୟରେ ଆଇସୋଲେସନ ରୁମ ରଖିବାକୁ ଦିଆଯାଇଛି ନିର୍ଦ୍ଧେଶ।
powered by social2s

