ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ସ୍ଥିର କଲା ମାଟ୍ରିକ ପରୀକ୍ଷା କେନ୍ଦ୍ର।
ଓଡ଼ିଶାରେ ହେବ ୫୦୪ ଟି ପରୀକ୍ଷା କେନ୍ଦ୍ର। High School Certificate ପରୀକ୍ଷା ପାଇଁ ୨୭୮ ଟି କେନ୍ଦ୍ର, ଓପନ ସ୍କୁଲ ପାଇଁ ୨୨୨ ଟି କେନ୍ଦ୍ର ଓ ମଧ୍ୟମା ପରୀକ୍ଷା ପାଇଁ ହେବ ୪ ଟି କେନ୍ଦ୍ର।
powered by social2s