ସରିଲା ରଥଯାତ୍ରା; କାଲିଠୁ ଶ୍ରୀମନ୍ଦିରରେ ମିଳିବ ନୀଳାଚଳ ଅବଢ଼ା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଶେଷ ହେଲା ଓଡ଼ିଆ ଜାତିର ଅନନ୍ୟ ପର୍ବ ରଥଯାତ୍ରା। କାଲିଠୁ ଆରମ୍ଭ ହେବ ଶ୍ରୀଜୀଉଙ୍କ ସାଧାରଣ ଦୈନଦିନ ନୀତି। ଗୁଣ୍ଡିଚା ଯାତ୍ରାରୁ ଆରମ୍ଭ ହୋଇଥିବା ପର୍ବ ଆଜି ନୀଳାଦ୍ରି ବିଜେରେ ଶେଷ ହୋଇଛି। ରତ୍ନ ସିଂହାସନରେ ବିରାଜମାନ କଲେ ଚତୁର୍ଦ୍ଧାମୂର୍ତ୍ତି। କାଲି ଠାରୁ ଶ୍ରୀମନ୍ଦିରରେ ମିଳିବ ନୀଳାଚଳ ଅବଢ଼ା।

powered by social2s