ପୁରୀ ବଡ଼ଦାଣ୍ଡରୁ ଉଠିଲା କର୍ଫ୍ୟୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ରଥଯାତ୍ରା ଶେଷ ସହ ପୁରୀ ବଡ଼ଦାଣ୍ଡରୁ ଉଠିଲା କର୍ଫ୍ୟୁ। ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁଙ୍କର ଆଜି ଗହଳି ଦେଖିବାକୁ ମିଳିଛି।ସମସ୍ତ ପ୍ରକାର କଟକଣାକୁ ହଟାଇଲା ଜିଲ୍ଲା ପ୍ରଶାସନ। ପତିତପାବନ ବାନାକୁ ଦର୍ଶନ କରି ଆଶୀଷ ନେଉଛନ୍ତି ଭକ୍ତ। ନୀଳାଚଳ ଅବଢ଼ା ପାଇବା ପାଇଁ କରାଯାଇଛି ବନ୍ଦୋବସ୍ତ। ଉତ୍ତର ଦ୍ୱାରରେ ଟୋକନ ଜରିଆରେ ଶ୍ରଦ୍ଧାଳୁ ପାଇବେ ମହାପ୍ରସାଦ।

powered by social2s