ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଆଜିର ଦିନରେ ପ୍ରତି ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥାଏ, କିନ୍ତୁ କୋଭିଡ କଟକଣା ଯୋଗୁଁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାଉଡ଼ିଆଙ୍କ ଜଳ ଲାଗି ଉପରେ ରୋକ ଲଗାଯାଇଛି। ପ୍ରଭୁ ଲିଙ୍ଗରାଜ, ବାବା ଆରଡ଼ି ଓ ଧବଳେଶ୍ବର ପୀଠ ଭକ୍ତଶୂନ୍ୟ ହୋଇଛି। କେବଳ ରୀତିନୀତି ଅନୁସାରେ ବାବାଙ୍କର ସମସ୍ତ କାର୍ଯ୍ୟ ସମାପନ କରାଯାଇଛି।
powered by social2s

