ବରଗଡ଼: ଆଜି ଓଡ଼ିଶା ମୋଟର ଚାଳକ ସଙ୍ଘ ପକ୍ଷରୁ ବରଗଡ଼ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।
ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ, ବଜାର ଓ ଗାଡ଼ି ଚଳାଚଳ।
ଜିଲ୍ଲାରେ ଓ ବରଗଡ଼ ସହରରେ ଥିବା ଗାନ୍ଧୀ ଛକ ଓ ହଲଦୀପାଲି ଛକ ଠାରେ ସଂଘର କର୍ମକର୍ତ୍ତା ରାସ୍ତା ଅବରୋଧ କରି ଦାବି କରିଛନ୍ତି ଯେ ମୋଟର ଚାଳକଙ୍କୁ କରୋନା ଯୋଦ୍ଧା ଘୋଷଣା କରିଯାଉ, କରୋନାରେ ପ୍ରାଣ ହରାଇଥିବା ଚାଳକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯାଉ ଓ କାର୍ଯ୍ୟ ହରାଇଥିବା ଚଲାକଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରାଯାଉ।

ମୋଟର ଚାଳକ ସଙ୍ଘ ପକ୍ଷରୁ ୧୨ ଘଣ୍ଟିଆ ବରଗଡ଼ ବନ୍ଦ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s