ଭୁବନେଶ୍ୱର: ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣେ ୧୫ ବର୍ଷର ବାଳକଙ୍କ ମୃତ୍ୟ ହୋଇଛି। ସେ ଗତ କିଛିଦିନ ହେବ ଜ୍ବରରେ ପୀଡ଼ିତ ଥିଲେ। ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି। ଏହା ଡେଙ୍ଗୁଜନିତ ମୃତ୍ୟୁ କି ନାହିଁ ଯାଞ୍ଚ ଆରମ୍ଭ କରିଛି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୩୯୧ ଡେଙ୍ଗୁ ରୋଗୀ ଚିହ୍ନତ ହୋଇଛନ୍ତି।
powered by social2s

