ସମ୍ବଲପୁର: ଆଜି ସମ୍ବଲପୁର ଟାଉନ ଥାନା ପରିସରରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଯୁବକ ଜଣକ ଥାନା ଭିତରେ କୀଟନାଶକ ପିଉ ଥିବା ଦେଖି ତାଙ୍କୁ ଉଦ୍ଧାର କରି ସଦର ହସ୍ପିଟାଲକୁ ନେଇଥିଲେ କିଛି ପୋଲିସ କର୍ମଚାରୀ। ଜଣେ କନେଷ୍ଟବଳ ତାଙ୍କ ଗାଡ଼ି ଜବତ କରି ତାଙ୍କୁ ହଇରାଣ କରୁଥିବା ଯୋଗୁ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।
powered by social2s

