ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମାଲକାନଗିରି: ଆଜିଠୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ପାଳିବେ ସହିଦ ସପ୍ତାହ। ମାଓ ଅଞ୍ଚଳରେ ସହିଦ ସ୍ତମ୍ଭ ନିର୍ମାଣ କରିଛନ୍ତି ମାଓ ସଂଗଠନ। ଅଘଟଣକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯାଇଛି ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସହିଦ ସପ୍ତାହ ପାଳନ ବେଳେ ଯାନବାହନ ଚଳାଚଳ ସ୍ବାଭାବିକ ରଖିବା ପାଇଁ ମାଓବାଦୀ ମାନେ ନିବେଦନ କରିଛନ୍ତି। ଏକ ଅଡିଓ ଟେପ୍ ଜାରି କରି ଅପିଲ କରିଛନ୍ତି ମାଓ ନେତା ରାକେଶ।ଆଜିଠୁ

powered by social2s